ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା: ଖୋଲାସ୍ଥାନରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ
ଭୁବନେଶ୍ୱର: ବଢ଼ୁଛି ଭୁବନେଶ୍ବର ପ୍ରଦୂଷଣ। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ ଦୀପାବଳିରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ଆତସବାଜି ବ୍ୟବହାର ଯୋଗୁଁ...









