ଛତିଶଗଡରେ ଆରମ୍ଭ ହେଲା ମହିଳାମାନଙ୍କ ପାଇଁ ମହିଳାଙ୍କ ଦ୍ବାରା ପରିଚାଳିତ ମୋବାଇଲ୍ କ୍ଲିନିକ୍
ରାୟପୁର: ଛତିଶଗଡରେ କେବଳ ମହିଳାଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି(ମା’-ଭଉଣୀ) କ୍ଲିନିକ୍’ ଆରମ୍ଭ କରିଛି। ଦେଶରେ ଏହା ପ୍ରଥମ। ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍...



