ବଢ଼ୁଛି କରୋନା ସଂକ୍ରମଣ: ରାଜଧାନୀ ଦିଲ୍ଳୀକୁ ଗଡ଼ିବନି ଟ୍ରେନ୍, ଉଡ଼ିବନି ବିମାନ !
ମୁମ୍ବାଇ ୨୦/୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଦିଲ୍ଲୀକୁ ଲୋକେ ଯିବାକୁ ବି ଭୟ କଲେଣି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର...





