ନବନିର୍ମାଣ ଯୋଗୁ ଦୋଳବେଦି ସଂକୁଚିତ: ପ୍ରଶସ୍ତ ପାହାଚ ବି ତାଡ଼ିଦେଲେ, ଦୋଳ ପରିକ୍ରମାରେ...
ପୁରୀ: ସଂକୁଚିତ କରିଦେଲେ ମହାପ୍ରଭୁଙ୍କ ଦୋଳବେଦି। ଯେଉଁ ପ୍ରଶସ୍ତ ପାଚେରି ଥିଲା, ତାକୁ ଭାଙ୍ଗି ମାଟିରେ ମିଶାଇ ଦେବା ପରେ ଦୋଳବେଦି ପାଚେରିକୁ ଏଭଳି ନିର୍ମାଣ କରାଯାଇଛି...









