ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜଙ୍କ ଚାଞ୍ଚଲ୍ୟକର ଖୁଲାସା, ଗୋଟିଏ କିଡନୀରେ ହାସଲ କରିଛନ୍ତି...
କୋଚି ୮।୧୨: ଭାରତୀୟ ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ କିଡନୀ ସାହାରାରେ ଶୀର୍ଷ ସ୍ଥାନରେ ସଫଳତା...