ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର ପାଲଟିଲେ ପୂଜା ଦେବୀ, ପିଲାଟି ଦିନରୁ...
ଜମ୍ମୁ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ପୂଜା ଦେବୀ ନାମକ ଜଣେ ମଧ୍ୟବୟସ୍କା ଉପତ୍ୟକାର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ତିନି ସନ୍ତାନର...