ରାଶିଫଳ ଜାଣନ୍ତୁ ଆଜିର ରାଶିଫଳ ମେଷ: ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।... BY NewsLaxmi7 January 14, 2021 0 Comments
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ବଚ୍ଚନ ପାଣ୍ଡେ ସମେତ ୬ ଫିଲ୍ମର ସୁଟିଂ ଆରମ୍ଭ କରୋନା ପାଇଁ ପ୍ରାୟ ବର୍ଷେ କାଳ ହିନ୍ଦୀ ସିନେଜଗତର ସୁଟିଂ ବନ୍ଦ ହେବା ପରେ ନୂଆବର୍ଷରେ ଏକାଥରେ ପ୍ରାୟ ୬ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଜୟସାଲମେରରେ... BY NewsLaxmi7 January 14, 2021 0 Comments
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ୨୧ରୁ ତୋଷାଳି ମେଳା: ୧୫ ଦିନ ଧରି ଚାଲିବ, ୨୫୦ ଷ୍ଟଲ ପଡ଼ିବ ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ... BY NewsLaxmi7 January 14, 2021 0 Comments
ଖେଳ ଦେଶ ବିଦେଶ ଗାବାରେ ଭାରତ ଖେଳିଛି ୬; ହାରିଛି ୫ ୩୨ ବର୍ଷ ଭିତରେ ଅଷ୍ଟ୍ରେଲିଆ... ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ଥାନୀୟ ଗାବା ଷ୍ଟାଡିୟମ୍ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଚତୁର୍ଥ ତଥା ଶେଷ ଟେଷ୍ଟ୍। ଏବେ ସ୍ଥିତି ୧-୧ ରହିଥିଲେ ମଧ୍ୟ ଗାବାରେ... BY NewsLaxmi7 January 14, 2021 0 Comments
ଖେଳ ଦେଶ ବିଦେଶ ଓଡ଼ିଶା ପାନ୍ଥର୍ସ ଏମ୍ଜିଏମ୍ ଓସିଏଲ୍ ବିଜେତା କଟକ: ଓଡ଼ିଶା ପାନ୍ଥର୍ସ ଏମ୍ଜିଏମ୍ ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍) ପ୍ରଥମ ସ˚ସ୍କରଣର ବିଜେତା ହୋଇଛି। ବୁଧବାର ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ବସନ୍ତ ମହାନ୍ତିଙ୍କ... BY NewsLaxmi7 January 14, 2021 0 Comments
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୮୮୩୨ରେ ପହଞ୍ଚିଲା ଭୁବନେଶ୍ବର: ରାଜ୍ୟରୁ ଆଜି ୨୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୮୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ... BY NewsLaxmi7 January 14, 2021 0 Comments
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ଅପେକ୍ଷାର ଅନ୍ତ : ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହେବ ଟିକାକରଣ, ପ୍ରଥମ... ନୂଆଦିଲ୍ଲୀ ୦୯/୦୧ : ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି... BY NewsLaxmi7 January 14, 2021 0 Comments
ଖେଳ ଦେଶ ବିଦେଶ ଇତିହାସ ରଚିଲେ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର, ନିଜ ନାମରେ ଯୋଡ଼ିଲେ ଏହି କୀର୍ତ୍ତି… ନୂଆଦିଲ୍ଲୀ, ୧୪/୦୧: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ସୋଫି ଡିଭାଇନ୍ ଇତିହାସ ରଚିଛନ୍ତି । ଡିଭାଇନ୍ ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ନିଜ ନାମରେ... BY NewsLaxmi7 January 14, 2021 0 Comments
ଖେଳ ଦେଶ ବିଦେଶ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଶ୍ଵସ୍ତିକର ଖବର, କୋଚ୍ ବିକ୍ରମ... ବ୍ରିସବେନ ୧୪।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ ଆଶ୍ଵସ୍ତିକର ଖବର ଆସିଛି। ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି... BY NewsLaxmi7 January 14, 2021 0 Comments
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ବଡ ବଡ କଳାକାରଙ୍କ ଭଳି ରୋଜଗାର କରନ୍ତି ଏହି ଶିଶୁ କଳାକାର: କମ୍... ମୁମ୍ବାଇ ୧୪/୦୧ : ଟିଭିରେ ଏବଂ ଫିଲ୍ମରେ କାମ କରୁଥିବା ଶିଶୁ କଳାକାରଙ୍କ ରୋଜଗାର କୌଣସି ବଡ ବଡ କଳାକାରଙ୍କ ଠାରୁ କମ ନୁହେଁ। ଜାଣନ୍ତୁ କିଛି... BY NewsLaxmi7 January 14, 2021 0 Comments