୧୪୬ ସାଂସଦଙ୍କୁ ନିଲମ୍ବନର ପ୍ରତିବାଦ: ସଂସଦରୁ ପ୍ଲାକାର୍ଡ ଧରି ବିରୋଧୀଙ୍କ ଶୋଭାଯାତ୍ରା
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସାଂସଦମାନଙ୍କୁ ସାମୂହିକ ଭାବେ ନିଲମ୍ବିତ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟର ସାଂସଦମାନେ ଏକ...









