ଦୁନିଆର ‘ସବୁଠୁ ଦାମୀ’ ବିରିୟାନୀ, ଅର୍ଡର କରିବାର ୪୫ ମିନିଟ୍ରେ ଆପଣଙ୍କ ଟେବୁଲ୍ରେ...
ନୂଆଦିଲ୍ଳୀ ୦୧/୦୨: ଆସିଗଲା ବିଶ୍ବର ସବୁଠୁ ଦାମୀ ବିରିୟାନୀ। ଦାମରେ ଯେମିତି ସ୍ବାଦରେ ବି ସେମିତି। ଗୋଟିଏ ବିରିୟାନୀରେ ୬ ଜଣ ପେଟପୂରା ଖାଇବେ। କିନ୍ତୁ ଏବେ...