ଦିଲ୍ଲୀ ହିଂସା ମାମଲାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ୍କିଲାରେ ପ୍ରବେଶ ଲାଗି ଉସ୍କାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁ ଗିରଫ ହୋଇଛନ୍ତି। ଦିଲ୍ଳୀ ପୁଲିସ୍ ଏକ ଟ୍ବିଟ୍...