NewsLaxmi7

About Author

13559

Articles Published
କଳା ଓ ସଂସ୍କୃତି ଧର୍ମ

ଭୌମୀ ଏକାଦଶୀ

ଯୁଧିଷ୍ଠିରଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକଦା ଶ୍ରୀକୃଷ୍ଣ ‘ଜୟା’ ବା ‘ଭୌମୀ’ନାମକ ଏକ ଏକାଦଶୀର ମହତ୍ତ୍ବ ସ˚ପର୍କରେ ବ୍ୟାଖ୍ୟା କରିଥିଲେ। ଏକାଦଶୀମାନଙ୍କ ମଧୢରେ ଏହି...
କଳା ଓ ସଂସ୍କୃତି ଧର୍ମ

ଖରାପ ସମୟର ପ୍ରକୃତ ବନ୍ଧୁ ଧନ: ଆର୍ଥିକ ସମସ୍ୟା ଦୂର କରିବାକୁ କରନ୍ତୁ...

ଭୁବନେଶ୍ୱର ୨୦/୦୨ : ଧନ ଜୀବନ ପାଇଁ ନିହାତି ଆବଶ୍ୟକୀୟ। ଚାଣକ୍ୟ ଧନକୁ ଖରାପ ସମୟର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ବ୍ୟକ୍ତିର ଖରାପ ସମୟରେ ଯେତେବେଳେ...
ଖେଳ ଦେଶ ବିଦେଶ

ବିରାଟ କୋହଲିଙ୍କ ଠାରୁ ଏମ୍ଏସ୍ ଧୋନୀ ପର୍ଯ୍ୟନ୍ତ : କେତେ ଦରମା ପାଆନ୍ତି...

ନୂଆଦିଲ୍ଲୀ ୧୯/୦୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ରେ ପ୍ରତିବର୍ଷ ଯେଉଁଭଳି ଭାବେ ଚୌକା ଏବଂ ଛକାର ବର୍ଷା ହୁଏ ସେହିଭଳି ପ୍ରତିବର୍ଷ ଖେଳାଳିମାନଙ୍କ ଉପରେ ଟଙ୍କାର...
ଦେଶ ବିଦେଶ ମନୋରଞ୍ଜନ

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ‘ଭୋକ’ର ଶୁଭ ମହୁରତ

ଭୁବନେଶ୍ଵର ୨୦।୦୨: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ...
ଖେଳ ଦେଶ ବିଦେଶ

‘ଅନ୍‌ଷ୍ଟପେବଲ୍‌’ ନାଓମି ଓସାକା ଆମେରିକାର ବ୍ରାଡିଙ୍କୁ ଦେଲେ ମାତ୍‌, ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌...

ସିଡନୀ ୨୦/୦୨: ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକା ଜେନ୍‌ ବ୍ରାଡିଙ୍କୁ ହରାଇ ଅଷେ୍‌ଟ୍ରିଲିଆନ୍‌ ଓପନ୍‌-୨୦୨୧ ଟାଇଟଲ୍‌ ନିଜ ନାଁରେ କରି ନେଇଛନ୍ତି । ମ୍ୟାଚ୍‌କୁ...
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ରିୟଲ ହିରୋଙ୍କ ଆଉ ଏକ ମହାନତା: ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ...

ମୁମ୍ବାଇ ୨୦/୦୨ : କରୋନା ମହାମାରୀ ଓ ଲକଡାଉନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଗରିବ ଓ ଅସହାୟଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା...
ଦେଶ ବିଦେଶ ଧର୍ମ

ଶନି ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜାଳି କରାଯାଏ...

ଭୁବନେଶ୍ୱର ୨୦/୦୨ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଶନିବାର ଦିନ ଶନିଦେବଙ୍କୁ ପୂଜାର୍ଚ୍ଚନା କରାଯାଏ। ଶନିଙ୍କ ପ୍ରକୋପରୁ ରକ୍ଷା ପାଇବାକୁ...
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କମ୍ ଓଜନ ପାଇଁ ଚିନ୍ତିତ କି ? ପ୍ରାକୃତିକ ଉପାୟରେ ବଢ଼ାଇ ପାରିବେ...

ଭୁବନେଶ୍ୱର ୨୦/୦୨ : ଆଜିକା ସମୟରେ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ମୋଟାପଣ ପାଇଁ ଚିନ୍ତିତ। ଲୋକେ କିଭଳି ଓଜନ କମ କରିବା ବିଭିନ୍ନ ଉପାୟ ଖୋଜୁଛନ୍ତି।...
ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ମୋହନ ବାବୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା: ନିଜ ଘରେ ବେଆଇନ...

ହାଇଦ୍ରାବାଦ ୨୦/୦୨ : ତେଲୁଗୁ ଫିଲ୍ମ ଅଭିନେତା ମୋହନ ବାବୁଙ୍କ ଉପରେ GHMC ର ଏନଫୋର୍ସମେଣ୍ଟ ଭିଜିଲାନ୍ସ ଏବଂ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ୧ ଲକ୍ଷ ଟଙ୍କା ଜରିମାନା...
ଖେଳ ଦେଶ ବିଦେଶ ରାଜ୍ୟ

୨୨ତମ ତୀରନ୍ଦାଜ ପ୍ରତିଯୋଗିତା : ପ୍ରଥମ ଦିନରେ କଳାହାଣ୍ଡିର ରମିୟଙ୍କୁ ସିଲଭର ପଦକ

କଳାହାଣ୍ଡି,୨୦/୦୨: ରାଜ୍ୟ ସ୍ତରୀୟ ୨୨ ତମ ତୀରନ୍ଦାଜ ପ୍ରତିଯୋଗିତାର ପ୍ରଥମ ଦିନରେ କଳାହାଣ୍ଡିକୁ ସିଲଭର ମେଡାଲ ମିଳିଛି । କଟକ ବାରବାଟୀ ଷ୍ଟେଡିୟମଠାରେ ଏହି ପ୍ରତିଯୋଗୀତା ଅମୁଷ୍ଠିତ...