ଓଡ଼ିଶା ୱିମେନ୍ସ ଲିଗ୍ ପାଇଁ ଶ୍ରଦ୍ଧାଞ୍ଜଳି ଚୟନକର୍ତ୍ତା
ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଓଡ଼ିଶା ୱିମେନ୍ସ ଲିଗ୍ ପାଇଁ ଅନ୍ତର୍ଜାତୀୟ ଫୁଟ୍ବଲର୍ ତଥା ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ...