NewsLaxmi7

About Author

13559

Articles Published
କଳା ଓ ସଂସ୍କୃତି ଧର୍ମ

ହାତୀପାଦ ଧରିଥିଲେ ପ୍ରଭୁ!

ମାଘପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ହେଉଥିବା ଶ୍ରୀଜଗନ୍ନାଥଙ୍କ ‘ଗଜ ଉଦ୍ଧାରଣ ବେଶ’ ଅନେକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଏହି ବେଶରେ ଶ୍ରୀଜଗନ୍ନାଥ ଗରୂଡ଼ ପୃଷ୍ଠରେ ଆସୀନ ଥାଆନ୍ତି ଏବଂ ତାଙ୍କର...
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜକୁ ଟିକେ ସ˚ଯମ ରଖିବା ଦରକାର। ଅଫିସରେ କିଛି ସହକର୍ମୀ ଆପଣଙ୍କ କାମକୁ ବିରୋଧ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ବୃଷ: କ୍ଷୁଦ୍ର...
ଦେଶ ବିଦେଶ ମନୋରଞ୍ଜନ

ଦୁନିଆକୁ ବିଦାୟ ଦେଲେ ଜଫର ଅହମଦ ଖାନ, ବାପାଙ୍କ ଫଟୋ ସେୟାର କରି...

ନୂଆଦିଲ୍ଲୀ ୦୫/୦୩: ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ଗୋହର ଖାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ପିତା ଜଫର ଅହମ୍ମଦ ଖାନ...
ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂହ ମାମଲା: ଆଜି କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍...

ମୁମ୍ବାଇ ୦୫/୦୩ : ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଏନସିବିର ମୁମ୍ବାଇ ୟୁନିଟ୍ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ...
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶାଶୁଘରକୁ ବିଦା ସମୟରେ ନବବଧୂଙ୍କ ହୃଦଘାତରେ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ଵିନିକା ବ୍ଳକ ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଝିଅବିଦା...
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: କଲେଜ ଛାତ୍ରୀ ମୃତ, ଡ୍ରାଇଭର ଆହତ

ରାୟଗଡ଼ା: ରାୟଗଡ଼ା ସହରର ନଦୀକନ୍ଧ ସାହିରେ ଏକ ବାଲି ବୋଝେଇ ଟ୍ରାକ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନଦୀରୁ ବାଲି ବୋଝେଇ କରି ଆସୁଥିବା ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯିବାରୁ...
ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

୪୦ ବର୍ଷ ବୟସ ପରେ କାହିଁକି ବଢିଯାଏ ମହିଳାଙ୍କ ଓଜନ, କ’ଣ ପ୍ରକୃତ...

ଭୁବନେଶ୍ୱର ୦୪/୦୩ : ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା। ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଜୀବନଶୈଳୀ, ଖାଦ୍ୟାଭ୍ୟାସ...
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାଇପଡ଼ିଶା ଲୋକେ ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ବିବାହିତଙ୍କ ଲାଗି ଭଲ ଦିନଟିଏ। ବୃଷ: ଆଶା ଅନୁଯାୟୀ...
ଦେଶ ବିଦେଶ ମନୋରଞ୍ଜନ

ତାପସି ଓ ଅନୁରାଗଙ୍କ ଘରେ ଆୟକର ଚଢ଼ଉ

ବଲିଉଡ୍‌ ଅଭିନେତ୍ରୀ ତାପସି ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟକର ବିଭାଗ ଚଢ଼ଉ କରିଛି। ଏହା ସହିତ ପୁନେ ଘର ସହ ପ୍ରାୟ...