ସରାଙ୍ଗ ଆଇଜିଆଇଟି କଲେଜରେ ବିଟେକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇଜିଆଇଟି) କ୍ୟାମ୍ପସରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ରେଜଲ୍ଟକୁ ନେଇ ଆନ୍ଦୋଳନ କରିଛନ୍ତି। କରୋନା...