କରୋନା ଟିକା ନେଲେ ମାଗଣା ଉପହାର! ମହିଳାଙ୍କୁ ନାକଫୁଲ, ପୁରୁଷଙ୍କୁ ହ୍ୟାଣ୍ଡ୍ ବ୍ଲେଣ୍ଡର୍
ଅହମ୍ମଦାବାଦ୍: କରୋନା ଟିକା ନେବାକୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଗୁଜୁରାଟର ଜଣେ ସୁନା ବେପାରୀ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଟିକା ନେଉଥିବା...