ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀରେ ଲାଗିଲା କଟକଣା : ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର-ରବିବାର...
ବ୍ରହ୍ମପୁର ୯।୪: କୋଭିଡ୍ ସ୍ଥିତି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଗୋପାଳପୁର ଏବଂ ସୋନପୁର ବେଳାଭୂମି ଶନିବାର ଓ ରବିବାର ବନ୍ଦ ରହିବ...