କୁମ୍ଭମେଳାରେ କରୋନା ବିସ୍ଫୋରଣ, ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ମେଳାରେ କଡ଼ାକଡ଼ି...
ଡେରାଡୁନ୍ ଦିଲ୍ଲୀରେ ଗତବର୍ଷ ତବ୍ଲିଗି ଜମାତ ସମ୍ମିଳନୀ ପରେ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀକୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା। ଏବେ...