କୋଭିଡ୍ ପଜିଟିଭ୍ ହେବା ପରେ ‘ସିବିଆଇ’ର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଗତ ରାତିରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର (ସିବିଆଇ) ନିର୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ...