କରୋନାଭାଇରସ୍ଦ୍ବାରା ସଂକ୍ରମିତ ହେଲେ କଙ୍ଗନା ରଣାୱତ୍
ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରଣାୱତ୍ କୋଭିଡ୍-୧୯+ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ‘ଇନ୍ଷ୍ଟାଗ୍ରାମ୍’ରେ ତାଙ୍କର ପ୍ରଶଂସକ ଓ ଅନୁଗାମୀମାନଙ୍କୁ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସୂଚନା ଦେଇ...