ସମ୍ବଲପୁରରେ ପ୍ରଥମ ନିର୍ବାଚନ: ଗଣତନ୍ତ୍ର ପରିଷଦ ଗ୍ରାମୋଫୋନ୍ ବଜାଇଲା; କଂଗ୍ରେସ କମ୍ବଳ ବାଣ୍ଟିଲା
ସ୍ବାଧୀନତୋତ୍ତର ପ୍ରଥମ ବିଧାନସଭା (୧୯୫୧-୫୨) ନିର୍ବାଚନ ବେଳେ ‘ସମ୍ବଲପୁର-ରେଢ଼ାଖୋଲ’ ନାମରେ ନିର୍ବାଚନମଣ୍ଡଳୀ ଥିଲା। ନିର୍ବାଚନମଣ୍ଡଳୀ ଦ୍ବୈତ(ଯୁଗ୍ମ) ଥିଲା। ଜଣେ ସାଧାରଣବର୍ଗରୁ ଏବଂ ଅନ୍ୟଜଣେ ଅନୁସୂଚିତ ଜନଜାତି ବର୍ଗରୁ...









