ଛୁଟି ମିଳିଲାନି ବୋଲି…. ଆତ୍ମହତ୍ୟା କଲେ ବିଡିଓ, ବେକ କାଟିଲେ ଶିକ୍ଷକ
ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି। ଅଭିଯୋଗ ହେଉଛି; ଜିଲ୍ଲାପାଳ ଛୁଟି...









