ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ୍; ବିୟୁମଣ୍ଟ ଓ ନାଇଟ୍ଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ୨୬୯/୬
ବ୍ରିଷ୍ଟଲ: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଟେଷ୍ଟ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହୋଇଛି। ବୁଧବାରଠାରୁ ଏଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର...