ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା
ମୁମ୍ୱାଇ ୨/୭ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମନ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା...