ପୁଣି ହୃଦୟ ଜିଣିଲେ ସବ୍ୟ-ଅର୍ଚ୍ଚିତା, ଭୁବନେଶ୍ୱର ଓ କଟକର ସିନେମା ହଲ୍ କର୍ମଚାରୀଙ୍କୁ...
ଭୁବନେଶ୍ବର ୯/୦୭: କରୋନା ମହାମାରୀ ସମୟରେ ଲାଗିଥିବା ଲକଡାଉନ୍ ଏବଂ ସଟଡାଉନ୍ କଟକଣା ସିନେମା ହଲ ଶିଳ୍ପକୁ ଅତ୍ୟନ୍ତ ପ୍ରଭାବିତ କରିଛି । ସିନେମା ହଲ୍ କର୍ତ୍ତୃପକ୍ଷ...