ନୀଳକନ୍ଦରରେ ନୀଳାଦ୍ରିନାଥ, ଶ୍ରୀମନ୍ଦିରରେ ନୀତିକାନ୍ତି ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅଭଡ଼ା
ପୁରୀ ୨୪/୭: ୨୯ ଦିନ ପରେ ରତ୍ନବେଦିକୁ ଫେରିଛନ୍ତି ମହାବାହୁ । ଚତୁର୍ଦ୍ଦଶୀ ତିଥି ଶୁକ୍ରବାର ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଉଭା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି...