ଦୀପିକା କୁମାରୀଙ୍କ ପଦକ ଆଶା ଧୂଳିସାତ୍, କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠୁ ପରାସ୍ତ
ଟୋକିଓ, ୩୦/୦୭ : ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ପଦକ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀପିକା ଟୋକିଓ ଅଲିମ୍ପିକ୍ସରୁ ପରାସ୍ତ ହୋଇ ବାଦ୍...