ଏବେଠୁ ଜଳିଲାଣି ଜଙ୍ଗଲ: ବନାଗ୍ନି ରୋକିବାକୁ ଆଗୁଆ ପ୍ରସ୍ତୁତି
ଭୁବନେଶ୍ବର: ୨୦୨୩ ଗ୍ରୀଷ୍ମରେ ତାଣ୍ଡବ ରଚିଥିଲା ବନାଗ୍ନି। ଶିମିଳିପାଳରେ ନିଆଁ ଲାଗିଥିଲା। ମାଲକାନଗିରିଠାରୁ ମୟୂରଭଞ୍ଜ, ଚନ୍ଦକାରୁ କୁଳଡିହା ଅଭୟାରଣ୍ୟ ଯାଏଁ ବନାଗ୍ନି ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଏକର...









