ଦେଶ ବିଦେଶ

ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍‌ ଓ ସାନିଟାଇଜ୍‌ ପାଇଁ ୧୦ଟି ଟିମ୍‌ ଲାଗିଛି । ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି।

ଭୁବନେଶ୍ବର:  ବାର୍ଡ ଫ୍ଲୁ ନେଇ ପିପିଲି ଅଞ୍ଚଳରେ ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍‌ ଓ ସାନିଟାଇଜ୍‌ ପାଇଁ ୧୦ଟି ଟିମ୍‌ ଲାଗିଛି ବୋଲି  ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତି ନେଇଛନ୍ତି। ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି।

ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅଣ୍ଡା ପିଛା ୩ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି। ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ