ଦେଶ ବିଦେଶ

ଇରାନରେ ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା

ନୂଆଦିଲ୍ଳୀ: ବୁଧବାର ସକାଳେ ତେହେରାନରେ ତାଙ୍କ ବାସଭବନକୁ ଟାର୍ଗେଟ କରାଯିବା ପରେ  ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନାନୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତିରେ କହିଛି। ଏହି ବିବୃତି ରେଉଟର୍ସରେ ପୋଷ୍ଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଗାଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା ପାଲେଷ୍ଟାଇନର ସଂଗଠନ ହମାସ କହିଛି ଯେ ଇସ୍ରାଏଲ ଆକ୍ରମଣରେ ତେହେରାନରେ ଥିବା ତାଙ୍କ ବାସଭବନରେ ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି।

ମଙ୍ଗଳବାର ଦିନ କତାରରେ ଏକ୍ସାଇଲ୍‌ରୁ ହାମାସର ରାଜନୈତି ଅଭିଯାନକୁ ନେତୃତ୍ବ ନେବାକୁ ଥିବା ହନିୟେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ସେ ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଙ୍କୁ ମଧ୍ୟ ଭେଟିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ