ରାଜ୍ୟ ସ୍ପେଶାଲ ରିପୋର୍ଟ

ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ

ଭୁବନେଶ୍ବର: ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୧୮ ଜଣ ରୋଗୀ ଅଛନ୍ତି, ଯେଉଁମାନଙ୍କର ଜ୍ୱର ସହ ରାସେସ୍ ଅଛି।  ଆଇସିଏମଆରକୁ ସମସ୍ତଙ୍କ ସାମ୍ପୁଲ ପଠାଯାଇଛି। ଏହା ସ୍କ୍ରବ ଟାଇଫସ କି ଲେପଟୋସ୍ପାଇରାସିସ ନାହିଁ ରୁବେଲା ଭାଇରସ ଵି ହୋଇପାରେ। ଏବେ ସ୍ଥିତି ସ୍ୱାଭାବିକ ଅଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠାକୁ ଯାଇ ସାମ୍ପୁଲ ଆଣିଛି। ଏଣେ ଆଜି ୫ ନମୁନାର ରିପୋର୍ଟ ଆସିଛି। ୨ ନମୁନାରେ ରୁବେଲା ପଜିଟିଭ ଚିହ୍ନଟ। ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି।

ଏଣେ ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ଆସିଥିବା ନେଇ ସେ ସୂଚନା ଦେଇଛନ୍ତି।   ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳବାଲେଶ୍ୱର ଓ ମୟୁରଭଞ୍ଜରେ ମୃତ୍ୟୁ ହୋଇଛି। ୧୭ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।