ଦେଶ ବିଦେଶ

ପୁଣି ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ | ମିଳିଥିବା ସୂଚନା ମୁତାବକ ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି |

ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ | ଗତକାଲି ବିଜାପୁର କୋଟମେଟା ଗାଁରୁ କୈଳାଶଙ୍କୁ ଉଠାଇ ନେଇଥିଲେ ମାଓବାଦୀ | ଆଉ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ | ଘଟଣାସ୍ଥଳରେ ଗୋଟିଏ ଜେସିବି ପୋଡିବା ସହ ଗତକାଲି ସନ୍ଧ୍ୟାରେ ମାଓବାଦୀମାନେ ଏହି କାଣ୍ଡ କରିଥିବା ଜଣାପଡିଛି | ବିଜାପୁର ବିଜେପି ବ୍ୟବସାୟୀ ପ୍ରକୋଷ୍ଠର କୈଳାଶ ଉପାଧ୍ୟକ୍ଷ ଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ