ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ଅନ୍ତଃରାଜ୍ୟ ପୁଲିସ୍‌ ବୈଠକ

ବରଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ବରଗଡ଼ଠାରେ ଅନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ବୈଠକ ବସିଥିଲା। ନିର୍ବାଚନ ବେଳେ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକରେ ଆଲୋଚନା ହୋଇଥି‌ଲା।

ଏହି ବୈଠକରେ ଉତ୍ତରାଞ୍ଚଳ ‘ଡିଆଇଜି’ ଡ. ଦୀପକ କୁମାର, ଝାରସୁଗୁଡ଼ା ‘ଏସ୍‌ପି’ ସ୍ମିଥ୍‌ ପରମାର ପୁରୁଷୋତ୍ତମ ଦାସ, ସମ୍ବଲପୁର ‘ଏସ୍‌ପି’ ମୁକେଶ ଭାମୁ, ବରଗଡ଼ ‘ଏସ୍‌ପି’ ପ୍ରହଲ୍ଲାଦ ସହାୟ ମୀନା, ସୁନ୍ଦରଗଡ଼ ‘ଏସ୍‌ପି’ ପ୍ରତ୍ୟୁଷ ଦିବାକର, କଳାହାଣ୍ଡି ‘ଏସ୍‌ପି’ ଅବିଲାଶ ଜି, ନୂଆପଡ଼ା ‘ଏସ୍‌ପି’ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ନବରଙ୍ଗପୁର ‘ଏସ୍‌ପି’ ଏସ୍‌. ସୁଶ୍ରୀ, ରାୟପୁର ରେଞ୍ଜ ‘ଆଇଜି’ ବି.ଏନ୍‌. ମୀନା, ରାୟଗଡ଼ ରେଞ୍ଜ୍‌ ‘ଆଇଜି’ ରତନଲାଲ ଡାଙ୍ଗି, ରାୟଗଡ଼ ‘ଏସ୍‌ପି’ ଅଭିଷେକ ମୀନା, ମହାସମୁନ୍ଦ ‘ଏସ୍‌ପି’ ଭୋଜରାମ ପଟେଲ, ଗରିଆବନ୍ଧ ‘ଏସ୍‌ପି’ ଜେଆର୍‌ ଠାକୁର, ଧମତାରୀ ‘ଏସ୍‌ପି’ ପ୍ରଶାନ୍ତ ଠାକୁର, ସାରଙ୍ଗଗଡ଼ ‘ଏସ୍‌ପି’ ଆଶୁତୋଷ ସିଂ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।