ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡ଼ାରୁ ମୁକ୍ତି ପାଇଁ ସାତଟି କାମ

ଯଦି ଆପଣ ସାପକୁ ଡରୁଥାଆନ୍ତି, ତେବେ ଏହି ସାତଟି କାମ ନିଶ୍ଚିତ କରନ୍ତୁ:
ସୁନିଶ୍ଚିତ କରନ୍ତୁ ଯେ କବାଟ ଓ ଝରକାରେ କୌଣସି ଅବାଞ୍ଛିତ ଫାଙ୍କ ନାହିଁ। କବାଟ ଓ ଝରକା ବନ୍ଦ ହେବା ପରେ ବି ଯେପରି କୌଣସି ଫାଙ୍କ ରହୁ ନଥାଏ। ତଳମହଲା ଚଟାଣରେ ବହୁଦିନ ଧରି ଜାଗା ମାଡ଼ି ବସୁଥିବା କୌଣସି ଜିନିଷ ରଖନ୍ତୁ ନାହିଁ। ଘରେ କେହି ରୁହନ୍ତୁ କି ନ ରୁହନ୍ତୁ, ତଳ ମହଲାର ଅଗଣା ନିଶ୍ଚୟ ଝାଡ଼ୁ କରନ୍ତୁ। ଯଦି ବର୍ଷା ଦିନ ଆସିବା ପୂର୍ବରୁ ପଛ ଅଗଣାରୁ ଅଳିଆ ଅରମା ସଫା କରିନାହାନ୍ତି, ସାହସ କରି ଖରାବେଳେ ସଫା କରି ନିଅନ୍ତୁ। ଝିପିଝିପି ବର୍ଷା ବେଳେ କିଛି କଳା ଫିନାଇଲରେ ଅଳ୍ପ ପାଣି ମିଶାଇ ଛିଞ୍ଚି ଦିଅନ୍ତୁ। ସେଇ ଗନ୍ଧ ସାପ ପାଇଁ କଷ୍ଟଦାୟକ ହୋଇଥିବାରୁ ସାପ ଦୂରେଇ ଯାଆନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।