ରାଜ୍ୟ

ପ​ଦୋନ୍ନତି ପାଇଥିବା ୧୦ ଅତିରିକ୍ତ ଏସ୍‌ପିଙ୍କ ବଦଳି

କଟକ : ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ୧୦ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କରୁଣାକର ଜେନାଙ୍କୁ କଟକ ସର୍କଲ ଆଇଜି ଅଫିସ, ସତ୍ୟବାନ ମହାନନ୍ଦଙ୍କୁ ବରଗଡ ଆଇୟୁସିଏଡବ୍ଲୁକୁ ବଦଳି ସହ ଭିଜିଲାନ୍ସକୁ ଡେପୁଟେସନ, ଜଳନ୍ଧର ଜାଲିଙ୍କୁ କେନ୍ଦ୍ରାପଡା, କମଳାକାନ୍ତ ପଣ୍ଡାଙ୍କୁ ଗୁଇନ୍ଦା ବିଭାଗ, ସନାତନ କ​ଲୋଙ୍କୁ ନୟାଗଡ଼, ରବିକାନ୍ତ ସୁନାଙ୍କୁ ରାଉରକେଲାର ବଣାଇ, ହରେକୃଷ୍ଣ ମାଝିଙ୍କୁ ଭିଜିଲାନ୍ସ, ଦିଲ୍ଲୀପ କୁମାର ନାୟକଙ୍କୁ କେନ୍ଦୁଝର​, ସତ୍ୟନାରାୟଣ ସିଂହଙ୍କୁ ଗୁଇନ୍ଦା, ରବିନାରାୟଣ ମହାନ୍ତିଙ୍କୁ ପୁରୀରେ ଅବସ୍ଥାପିତ କରାଯିବା ସହିତ ଡେପୁଟେସନରେ ଗୁଇନ୍ଦା ବିଭାଗକୁ ପଠାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।