ରାଜ୍ୟ

ଅସ୍ଥାୟୀ ବନ୍ଧରୁ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

ବଲାଙ୍ଗୀର: ବଲାଙ୍ଗୀର ଠାରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। କଂକ୍ରିଟ ଡ୍ୟାମର କିଛି ଦୂରରେ ଥିବା ଏହି ମାଟି ବନ୍ଧରେ ୯ ମିଟର ପାଣି ରହିବାର କ୍ଷମତା ଥିବା ବେଳେ ଏଥିରେ ୬ ମିଟରରୁ ଅଧିକ ବନ୍ୟା ଜଳ ଭର୍ତ୍ତି କରାଯାଇଥିଲା। ଆଗାମୀ ଦିନରେ ପୁଣି ବର୍ଷା ହେବ ନେଇ ପାଣିପାଗ ବିଭାଗ ପୂର୍ବସୂଚନା ଦେବା ପରେ ଆଜି ସକାଳେ କେନାଲ ଦ୍ୱାର ଦେଇ ମୁଖ୍ୟ ବନ୍ଧ ର ତଳ ପଟେ ଥିବା ଦୁଇଟି ଗେଟ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି। ବିଭାଗ ପକ୍ଷରୁ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ନେଇ ପୂର୍ବରୁ ସୂଚନା ଦେଇ ସୁକତେଲ ନଦୀ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କକରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।