ଅପରାଧ ରାଜ୍ୟ

ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ: ମଧ୍ୟାହ୍ନରେ ଫେରାର, ଅପରାହ୍ନରେ ଗିରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନବରଙ୍ଗପୁର: ଜେଲ୍‌ ଫାଟକ ନିକଟରୁ ଚକମା ଦେଇ ଚମ୍ପଟ ମାରିଥିଲା ଜଣେ ବିଚାରାଧୀନ କଏଦୀ। ମଧ୍ୟାହ୍ନରେ ଫେରାର୍‌ ହୋଇଥିବାବେଳେ ଅପରାହ୍ନରେ ଧରାପଡ଼ିଛି। ଏହି କଏଦୀ ଜଣକ ହେଲା ଲୁକୁ ଭୂମିଆ। ଲୁକୁ ଏକ ଡକାୟତି ମାମଲାରେ ଗିରଫହୋଇ ଜେଲ୍‌ରେ ଥିଲା। ଆଜି ପୂର୍ବାହ୍ନରେ କୋର୍ଟ ଭ୍ୟାନ୍‌ରେ ଲୁକୁ ସହ ଅନ୍ୟ ୩୦ଜଣ କଏଦୀଙ୍କୁ ନବରଙ୍ଗପୁର କୋର୍ଟରେ ହାଜର କରିଥିଲା ପୁଲିସ। କୋର୍ଟ କାମ ଶେଷ ହେବା ପରେ ମଧ୍ୟାହ୍ନରେ ଉକ୍ତ ଭ୍ୟାନ୍‌ ଯୋଗେ କଏଦୀଙ୍କୁ ନବରଙ୍ଗପୁର ଉପକାରଗାରକୁ ଅଣାଯାଇଥିଲା। ଉପକାରାଗାର ଫାଟକ ନିକଟରେ ଡ୍ରେନ୍‌ କାମ ଚାଲିଥିବାରୁ ସମସ୍ତ କଏଦୀଙ୍କୁ ଭ୍ୟାନ୍‌ରୁ ଓହ୍ଲାଇ ଉପକାରାଗାରକୁ ନିଆଯାଉଥିଲା। ତେବେ କୌଶଳକ୍ରମେ ଲୁକୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ତେବେ, ଧରାପଡ଼ିବା ପରେ ଥାନାକୁ ଆଣି କେଶ୍‌ ନଂ-୧୫୮/୨୩ ଅନୁଯାୟୀ ପୁଣି ଗୋଟିଏ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।