ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୩୦ ସୁଦ୍ଧା ମଣିଷ ଅମରତ୍ବ ହାସଲ କରିବ, ଗୁଗୁଲ୍‌ର ପୂର୍ବତନ ଇଞ୍ଜିନିୟରଙ୍କ ଦାବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଆସନ୍ତା ୨୦୩୦ ସୁଦ୍ଧା ମଣିଷ ଅମରତ୍ବ ହାସଲ କରିବ ବୋଲି ଗୁଗୁଲ୍‌ର ପୂର୍ବତନ ଇଞ୍ଜିନିୟର ରାଏ ଫୁର୍ଜୱେଲ୍ କହିଛନ୍ତି। ଏହି ୭୫ ବର୍ଷୀୟ କମ୍ପ୍ୟୁଟର ବିଜ୍ଞାନୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ପ୍ରଯୁକ୍ତି ଦ୍ବାରା ମଣିଷ ଅମର ହେବା ଭଳି ସ୍ଥିତିରେ ପହଞ୍ଚିଯିବ। ବିଶେଷ କରି ଜେନେଟିକ୍, ରୋବୋଟିକ୍ସ ଓ ନାନୋଟେକ୍ନୋଲୋଜିରେ ହେଉଥିବା ବିକାଶ ଦ୍ବାରା ଭବିଷ୍ୟତରେ ଆମ ଶୀରା ପ୍ରସିରାରେ ନାନୋରୋବଟ୍‌କୁ ସ୍ଥାନିତ କରାଯାଇପାରିବ।

Mashable India

କିଛି ବର୍ଷ ପୂର୍ବେ ସେ ଆକଳନ କରିଥିଲେ ୨୦୨୯ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଣିଷ ମସ୍ତିଷ୍କର ବୁଦ୍ଧିମତା ସ୍ତର ହାସଲ କରିବା ପରୀକ୍ଷାରେ ପାସ୍ ହୋଇଯିବ। ୨୦୪୫ ସୁଦ୍ଧା ଏଆଇକୁ ବହୁ ପ୍ରକାର କାର୍ଯ୍ୟରେ ବ୍ୟବହାର କରିହେବ। ଫୁର୍ଜୱେଲ୍ ଏହା ମଧ୍ୟ ଆକଳନ କରିଛନ୍ତି ଯେ ଦଶଦ୍ଧିରୁ କମ୍ ସମୟ ଭିତରେ ମାଇକ୍ରୋସ୍କୋପିକ୍ ରୋବର୍ଟ ଜରିଆରେ ମଣିଷ ବୟସ ଓ ଅସୁସ୍ଥତାକୁ ରୋକିପାରିବ। ନାନୋ ଟେକ୍ନୋଲୋଜି ଜରିଆରେ ଲୋକମାନେ ଯାହା ଚାହିବେ ଖାଇପାରିବେ ଏବଂ ପତଳା ଓ ଶକ୍ତିଶାଳୀ ରହିପାରିବେ। ଅତୀତରେ ସେ କମ୍ପୁଟର ଓ ପୋଷାକକୁ ନେଇ କରିଥିବା ଆକଳନ ସତ ହୋଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ