ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ‘ସବୁ ଶସ୍ୟ ଠାରୁ ପୁରୁଣା ମାଣ୍ଡିଆ, ସମସ୍ତେ ଏହାର ସ୍ବାଦ ନେବା ଉଚିତ’। ଗାଁ ଠାରୁ ଅନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ ଓଡ଼ିଶା ମାଣ୍ଡିଆର ପ୍ରଚାର କରିବ ଏହି ମର୍ମର ମାଣ୍ଡିଆ ଗୀତ। ଗ୍ରାମି ପୁରସ୍କାରପ୍ରାପ୍ତ ସଙ୍ଗୀତକାର ରିକି କେଜଙ୍କ ସଂଯୋଜନାରେ ଏହା ପ୍ରସ୍ତୁତ ହୋଇଛି। ଉଭୟ ସାନ୍ତାଳୀ ଏବଂ ଇଂରାଜୀ ଭାଷାର ମିଶ୍ରଣରେ ଏହା ପ୍ରସ୍ତୁତ ହେଉଛି। ଯାହା ଲୋକଙ୍କ ପାଖରେ ଆଦୃତ ହେବ ବୋଲି ଆଶା କରାଯାଉଛି। କୋରାପୁଟ ଜିଲ୍ଲାରେ ଏହାର ସୁଟିଂ ହୋଇଛି। ଏଥିପାଇଁ ରିକି କିଛି ଦିନ ପୂର୍ବରୁ କୃଷି ଭବନ ଆସିଥିଲେ। ଏହା ପୂର୍ବରୁ ତାଙ୍କ ଟିମ୍ କୋରାପୁଟ ଯାଇ ସୁଟିଂ କରିଥିଲା। ଓଡ଼ିଶା ମିଲେଟ୍ ମିସନ ଏହାର ପ୍ରଯୋଜନା କରିଥିବା ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ରେ ଜଣାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l