ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ପାଣ୍ଠି
୧୪୭ଟି ସ୍ବାସ୍ଥ୍ୟ କେନ୍ଦ୍ରର ରୂପ ବଦଳିବ; ‘ଆମ ହସ୍ପିଟାଲ ଯୋଜନା’ରେ ୭୫୦ କୋଟି ବରାଦ
ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତରାଜ ସଂସ୍ଥା ଆଦିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା
‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ’ ପାଇଁ ୮୧୧ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପାଇଁ ୧୨୦ କୋଟି। ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ
ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପାଇଁ ୧୫୦ କୋଟି
ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଭଳି ସ୍ଥାନକୁ ସିଧାସଳଖ ବିମାନ ସେବା ପାଇଁ ୧୦୦ କୋଟି
ରାଜ୍ୟବାସୀଙ୍କୁ ନିଶ୍ଚିତ ଏବଂ ସୁଲଭ ପରିବହନ ସୁବିଧା ଯୋଗାଇବା ପାଇଁ ୧୦୦ କୋଟି
ଆମ ବସ୍ଷ୍ଟାଣ୍ଡ ଯୋଜନା ଲାଗି ୧୫୦ କୋଟି ବରାଦ
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିକୁ ୫୦୦ କୋଟି, ତୋଳାଳିଙ୍କୁ ଅତିରିକ୍ତ ବୋନସ୍ ଦିଆଯିବ
ମହିଳା ଏସ୍ଏସ୍ଜି ଉଦ୍ୟୋଗକୁ ପ୍ରୋତ୍ସାହନ ପାଇଁ ୧୦୦ କୋଟି
କଫି ମିସନ ପାଇଁ ୧୨୬ କୋଟି
ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ େଯାଜନାକୁ ୨୫୦ କୋଟି
ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମରେ ୧୪୪୬ କୋଟି ଖର୍ଚ୍ଚ
ଗ୍ରିନ୍ ଏନର୍ଜି ଇଭାକ୍ୟୁଏସନ୍ କରିଡର ପାଇଁ ୫୦ କୋଟି
ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ ୫୦ କୋଟି
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି
ଓଡ଼ିଶା ଚିପ୍ ପ୍ରୋଗ୍ରାମ ଓ ଅନ୍ୟ ଉତ୍କର୍ଷ କେନ୍ଦ୍ର ପାଇଁ ୩୦ କୋଟି
ନୂଆ ଓଡ଼ିଶା (ନୂତନ ଉନ୍ନତ ଅଭିଳାଷା) ପାଇଁ ୧୦୦ କୋଟି
ଏମ୍ଏସ୍ଏମ୍ଇ ପୁଞ୍ଜି ନିମନ୍ତେ ସୁଧ ରିହାତି ବାବଦରେ ୧୦ କୋଟି
ଜିଲ୍ଲା ନିବେଶକୁ ଅନୁଦାନ ବାବଦରେ ୧୫ କୋଟି
ମିସନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି ବରାଦ ହୋଇଛି। ବୈଦ୍ୟୁତିକ ସ୍କୁଟର ପାଇଁ ଦିଆଯିବ ସହାୟତା
ବନ ସୁରକ୍ଷା ସମିତି କୋଠା ନିର୍ମାଣ ନିମନ୍ତେ ୨୫୦ କୋଟି
ସାଇକେଲ ସହାୟତା ବଢ଼ିଲା, ୯ମ, ୧୦ମ ଶ୍ରେଣୀ ପିଲା ବି ପାଇବେ
ଢେଙ୍କାନାଳରେ ୫୦୦ ପାଇଲଟ୍ ସୃଷ୍ଟି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l