ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ସହ ପ୍ରେସର୍ ସରଞ୍ଜାମ ଜବତ
ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ଚାଲିଥିବା ବେଳେ ଗତକାଲି ପୁଣି ଡିମିରୀଗୁଡ଼ା ପଞ୍ଚାୟତ ର ଜଟଣୀ ଖୋଲ ଗାଁ ର ଜଣକ ଗାଈ ଗୁହାଳ ରେ ଗଞ୍ଜେଇ ପକେଟ୍ ଚାଲିଥିବା ବେଳେ ପୋଲିସ ଗଞ୍ଜେଇ ସହ ଗଞ୍ଜେଇ ପେକିଂ ରେ ବ୍ୟବହୃତ ଜାକି , ଓ ପେକିଂଗ୍ ସରଞ୍ଜାମ ଜବତ କରିଥିବା ଜଣା ପଡିଛି l ସୂଚନା ଅନୁସାରେ ଗତକାଲି ଫିରିଙ୍ଗିଆ ପୋଲିସ କୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଖବର ମିଳିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱ ରେ ଥିବା ଟିମ୍ ଡିମିରିଗୁଡ଼ା ପଞ୍ଚାୟତ ର ଜଟଣୀ ଖୋଲ ଗାଁ ରେ ପହଞ୍ଚିଥିବା ବେଳେ ଜଣକ ଗାଈ ଗୁହାଳ ରେ ପକେଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଢ଼ାଉ କରି ଥିଲେ l ଘଟଣା ସ୍ଥଳରୁ ପ୍ରସ୍ତୁତ ଚାଲାଣ ପାଇଁ କରୁଥିବା ସମ୍ଭୁ ନାଥ କହଁର ଓ ଉମା ଶଙ୍କର କହଁର ପୋଲିସ କୁ ଦେଖି ଫେରାର ହୋଇ ଥିବା ବେଳେ ଗାଈ ଗୁହାଳ ରୁ ଗଞ୍ଜେଇ ସହ ଗଞ୍ଜେଇ ପେକିଙ୍ଗି ରେ ବ୍ୟବହୃତ ସରଞ୍ଜାମ ଜବତ କରିବା ସହ ଥାନାକୁ ଆଣିବା ପରେ ଓଜନ ପରେ ୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ହୋଇଥିଲା l ଅନ୍ୟ ପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନା ରେ ୩୪/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l