ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କ ଗୁରୁ ଙ୍କ ଭବିଷ୍ୟବାଣୀ ହେବାକୁ ଯାଉଛି ମହାପ୍ରଳୟ, ମାଳିକା ବଚନ ହେବାକୁ ଯାଉଛି Sata, ଦେଖିକି ଆପଣ ବି ଥରି ଉଠିବେ !

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ହେଲୋ ଫ୍ରେଣ୍ଡ୍ ଆପଣମାନେ ନେତ୍ରହିନ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗାଙ୍କ ବିଷୟରେ ଅବଶ୍ୟ ସୁଣିଥିବେ କିନ୍ତୁ ଆପଣଙ୍କୁ ଜଣା ଅଛି କି ସନାତନର ଏହି ପବିତ୍ର ଭୂମି ଭାରତ ରେ ଏମିତି ନେତ୍ରହୀନ ଭବିଷ୍ୟବ୍ଯକ୍ତା ଦିବ୍ୟ ମହାପୁରୁଷ ଅଛନ୍ତି ଯାହାଙ୍କର ଭବିଷ୍ୟବାଣୀ 101% ସଠିକ ସାବ୍ୟସ୍ତ ହୋଇ ସାରିଛି ଯାହାଙ୍କ ଆଗରେ ବାବା ଭେଙ୍ଗା କେବଳ ଧୂଳି ସହିତ ସମାନ ଯାହାଙ୍କର ଭବିଷ୍ୟବାଣୀ ଶୁଣି ଆପଣମାନେ ଆର୍ଶ୍ଚଯ୍ୟ ହୋଇଯିବେ ଯାହାଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୋପତି ମର୍ମୁ ନିଜର ଗୁରୁ ମାନନ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଏହି ବାକ୍ୟ ଜଗନ୍ନାଥ ଧାମର ମହାନ୍ ସନ୍ଥ କବି ଭୀମ ଭୋଇ ଙ୍କର ଗୁରୁ ଭୀମ ଭୋଇ 1900 ଶତାବ୍ଦୀର ଜଣେ ସନ୍ଥ କବି ଏବଂ ଦର୍ଶନୀୟ ଥିଲେ |


ଯିଏ ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ ମହିମା ଧର୍ମ ଏକ ଭାରତୀୟ ଧାର୍ମିକ ପରମ୍ପରା ଯେଉଁ ଥିରେ ଜାତି ବାଦ ଏବଂ ଅନ୍ୟ ଭେଦ ଭାବ ର କୌଣସି ସ୍ଥାନ ନାହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଗୋଟିଏ ପରିବାର ରୂପରେ ମାନନ୍ତି ଗୁରୁ ଭୀମ ଭୋଇ ବାଲ୍ୟ କାଳରୁ ହିଁ ଗୋଟିଏ ରୋଗ କାରଣରୁ ନିଜର ଦୃଷ୍ଟି ଶକ୍ତି ହଜାଇ ବସିଥିଲେ ବୋହୁତ ଗରିବ ନେତ୍ରହୀନ ହେବା ପରେ ବି ମହାପ୍ରଭୁ ଜଗନ୍ନାଥ ଙ୍କ ଭକ୍ତିରେ ଦିନ ରାତି ଲାଗି ରହୁଥିଲେ ସେଥି ପାଇଁ ତାଙ୍କ ପାଖରେ ଥିଲା ଏକ ରହସ୍ୟମୟ ଶକ୍ତି ଯେଉଁ ଶକ୍ତି ମାଧ୍ୟମରୁ ସେ ଭବିଷ୍ୟକୁ ଦେଖି ପାରୁଥିଲେ |


ଗୁରୁ ଭୀମ ଭୋଇ ଆଜିର କଳାଖଣ୍ଡି ବିଷୟରେ ଅତି ଭୟଙ୍କର କଥା କହିଛନ୍ତି କଳି ଯୁଗ ଶେଷ ସତ୍ୟର ପ୍ରବେଶ ଭାବି ଦେଖ ଭାଇମାନେ ବିଭୂତି ବିକାଶ ଲେଚ୍ଛ ହେବେ ନାଶ ଦେଖିବୁ ତୁ ଅଳପ ଦିନେ ଏଇ ଓଳି ଭାରତ ଅଛାଇ ଡାକଦେବ ଦିନେ ବିରଜା ସକତୀ ନବକୋଟି ରୂପ ଧରି ପାପିଙ୍କର ରକତ ପି ହେବ ତୃପ୍ତ କରିବା ହୁକୁମ ଜାରି ଏହାର ଅର୍ଥ କଳି ଯୁଗ ଶେଷ ସମୟ ଆସି ଗଲାଣି ସତ୍ୟ ଯୁଗ ଆରମ୍ଭ ହେବାକୁ ଯାଉଛି ଭକ୍ତ ହୋଇବେ ଆନନ୍ଦିତ ପାପିଙ୍କ ହେବ ଅନ୍ତ ନିଶ୍ଚିନ୍ତ |
ମହାଭାରତ ଯୁଦ୍ଧ ର ଏକ ଓଳି ବାକି ଅଛି ମା ବିରଜା ଦେବେ ଡାକ ନବକୋଟି ରୂପ ଧାରଣ କରି କରିବେ ସମସ୍ତଙ୍କ ସଂହାର ପୁଣି ସେ କହିଛନ୍ତି ଗ୍ରାମେ ଗ୍ରାମେ ହେବ ମଡାଭୂଇଁ ଅଣଚାଶ ଖଣ୍ଡ ପବନ ବହିବ ପର୍ବତ ଦୋହଲି ଯିବ ଚାରି ମେଘ ମିଶି ବରଷିବେ ଚାରି ଦିଗ ଅନ୍ଧାର ଘୋଟିବ ଚନ୍ଦ୍ର ସୂର୍ଯ୍ୟ ଦେଖା ଯିବେ ନାହିଁ ଭୈରବୀ ଡକରେ ପୃଥିବୀ କମ୍ପିବ ଦୁଷ୍ଟ ହୋଇବେ ବିନାଶ 64 ଯୋଗନି ଖପୁରିକି ଘେନି ବୁଲି ଖାଉଥିବେ ମାଉଁସ ଏହାର ଅର୍ଥ ଗାଁ ଗାଁ ସହର ସହର ପ୍ରତ୍ୟେକ ସ୍ଥାନ ଶବ ମାନଙ୍କରେ ପରିପୂର୍ଣ୍ଣ ହୋଇଜିବ |
ପ୍ରଳୟଙ୍କାରୀ ମହାମାରୀ ବାତ୍ୟା ସୁନାମି ଏବଂ ଭୂମିକମ୍ପ ସବୁ ଏକା ସଙ୍ଗାରେ ହୋଇବ ଏବଂ ପାପୀ ମାନଙ୍କ ବିନାଶ ନିଶ୍ଚିତ କରିଦେବ ଏହି ସମୟରେ ନା ଦେଖାଯିବ ସୂର୍ଯ୍ୟ ନା ଦେଖାଯିବ ଚନ୍ଦ୍ର ଚାରି ଦିଗ ଅନ୍ଧକାର ହୋଇଯିବ ଏମିତି ପ୍ରଥମ ଥର ପାଇଁ ହେଉନାହିଁ ସବୁ ଯୁଗର ଶେଷରେ ଏମିତି ପ୍ରଳୟ ଆସିଥାଏ ଏବଂ ଏହି ପ୍ରଳୟ ଠାରୁ ବଞ୍ଚିବାର ଗୋଟିଏ ହିଁ ଉପାୟ ସତ୍ୟ ଧର୍ମ ଏବଂ ଭକ୍ତି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।