ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାଲୁଗାଁ: ରବିବାର ପୂର୍ବାହ୍ନରେ ଚିଲିକାରେ ମାଛ ମାରୁଥିବା ବେଳେ ଡଙ୍ଗାରୁ ଅସାବଧାନତା ଖସିପଡ଼ି ଜଣେ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଚିଲିକା ବ୍ଲକ୍ ଅଧୀନ ବଉଳାବନ୍ଧ ଗ୍ରାମର ଦୁର୍ଯ୍ୟୋଧନ ବେହେରା(୬୦)। ଖବର ନେବାରେ ଜଣାଯାଇଛି ଯେ, ସବୁଦିନ ପରି ଦୁର୍ଯ୍ୟୋଧନ ରବିବାର ପୂର୍ବାହ୍ନରେ ନିଜ ଡଙ୍ଗାରେ ମାଛମାରିବା ପାଇଁ ଯାଇଥିଲେ। ତେବେ, କୈାଣସି କାରଣବଶତଃ ଡଙ୍ଗାରେ ପଡ଼ିଯାଇ ଗୁରୁତର ହୋଇଥିଲେ। ନିକଟରେ ମାଛ ମାରୁଥିବା ଅନ୍ୟ ମତ୍ସ୍ୟଜୀବୀମାନେ ପହଞ୍ଚି ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ମାତ୍ର, ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଡଙ୍ଗାରେ ପଡ଼ି ମତ୍ସ୍ୟଜୀବୀ ମୃତ