ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର – ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିର ଉପରେ ଆକ୍ରମଣ କରି ଖଲିସ୍ତାନ ସମର୍ଥକମାନେ ତା’ ଉପରେ ହିନ୍ଦୁ ଓ ଭାରତ-ବିରୋଧୀ ସ୍ଲୋଗାନମାନ ଲେଖିଛନ୍ତି। କଳାରଙ୍ଗ ଅକ୍ଷରବିଶିଷ୍ଟ କୁରୁଚିପୂର୍ଣ୍ଣ ଲେଖାରେ ସେମାନେ ମନ୍ଦିରଟିକୁ ବିକୃତ କରିଦେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ଦିନ ଏକ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି। ମନ୍ଦିରର କାନ୍ଥଗୁଡ଼ିକରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ’ ବୋଲି ଲେଖାଯାଇଛି।

ସ୍ବାମୀନାରାୟଣ ମନ୍ଦିର କର୍ତ୍ତୃପକ୍ଷ ଏହାର ନିନ୍ଦା କରି କହିଛନ୍ତି, ‘ଏ ପ୍ରକାର ବର୍ବରତା ଓ ଘୃଣା ଯୋଗୁ ଆମେ ଅତ୍ୟନ୍ତ ଦୁଃଖିତ। ଆମେ ଶାନ୍ତି ଓ ସଦ୍‌ଭାବ ପାଇଁ ପ୍ରାର୍ଥନା କରୁଛୁ।’ ଖଲିସ୍ତାନୀ ଗୋଷ୍ଠୀ ଉକ୍ତ ମନ୍ଦିର ଗାତ୍ରରେ ଜଣେ ଭାରତୀୟ ଆତଙ୍କବାଦୀ ଜର୍ଣ୍ଣେଲ ସିଂହ ଭିନ୍ଦ୍ରାୱାଲେର ପ୍ରଶଂସା କରି ଲେଖିଛନ୍ତି, ଯାହାକୁ ଅପରେସନ ବ୍ଲୁଷ୍ଟାର ସମୟରେ ସେନା ଦ୍ବାରା ନିପାତ କରାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ