ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ-ପାକିସ୍ତାନ ପରମାଣୁ ତଥ୍ୟ ଆଦାନ ପ୍ରଦାନ କଲେ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ପରସ୍ପରକୁ ପରମାଣୁ ତଥ୍ୟ ଆଦାନପ୍ରଦାନ କରିଛନ୍ତି। ଭାରତ ଏବଂ ପାକିସ୍ତାରେ କେତୋଟି ପରମାଣୁ ପ୍ରତିଷ୍ଠାନ ଅଛି ସେ ନେଇ ଉଭୟ ରାଷ୍ଟ୍ର ତଥ୍ୟ ଦେଇଛନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଏହି ନିୟମ ପାଳନ ହେଉଛି।

ଭାରତ ମଧ୍ୟ ପାକିସ୍ତାନରେ ବନ୍ଦୀ ଥିବା ୬୩୧ ଭାରତୀୟ ଧୀବର ଏବଂ ୨ ଜଣ ଭାରତୀୟ କଏଦୀଙ୍କୁ ଛାଡ଼ିବାପାଇଁ ପାକିସ୍ତାନକୁ କହିଛି। ସେମାନଙ୍କ କାରାଦଣ୍ଡ ସମୟ ଶେଷ ହୋଇଥିବାରୁ ସେମାନଙ୍କୁ ମୁକ୍ତ କରିବାପାଇଁ ଭାରତ କହିଛି। ଏ ଦିଗରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଏବଂ ତତ୍କାଳ ପଦକ୍ଷେପ ପାଇଁ ଗୁରୁତ୍ବାରୋପ କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ