ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବତନ ପୋପ୍‌ ବେନେଡିକ୍ଟଙ୍କ ପରଲୋକ

ଭାଟିକାନ ସିଟି : ପୂର୍ବତନ ପୋପ୍‌ ବେନେଡିକ୍ଟ ଷୋଡ଼ଶଙ୍କର ଶନିବାର ଦିନ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ୨୦୦୫ରୁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଥିବା ବେନେଡିକ୍ଟ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନ ମୁଖପାତ୍ର ମାଟେଓ ବ୍ରୁନି ଆଜି ଏକ ବିବୃତି ଜାରି କରି ପୋପ୍‌ ଏମରେିଟସ ବେନେଡିକ୍ଟ ଷୋଡ଼ଶଙ୍କର ମୃତ୍ୟୁ ଖବର ଘୋଷଣା କରିଛନ୍ତି।

ବେନେଡିକ୍ଟ ଗୁରୁତର ଅସୁସ୍ଥ ଥିବା ନେଇ ପୋପ୍‌ ଫ୍ରାନସିସ୍‌ ଡିସେମ୍ବର ୨୮ ତାରିଖରେ ଘୋଷଣା କରିଥିଲେ। ଏହାପରେ ଆଜି ତାଙ୍କର ପରଲୋକ ଖବର ଆସିଛି। ପୂର୍ବତନ ପୋପ୍‌ ବେନେଡିକ୍ଟ ୬୦୦ ବର୍ଷରେ ପ୍ରଥମ ପୋପ୍‌ ଭାବେ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନର ଏକ ମୋନାଷ୍ଟ୍ରିରେ ଆଜି ତାଙ୍କର ପରଲୋକ ଘଟିଥିଲା। ଶେଷ ଦର୍ଶନ ପାଇଁ ମର ଶରୀରକୁ ସେଣ୍ଟ୍‌ ପିଟର୍ସ ବାସିଲିକାରେ ଆସନ୍ତା ସୋମବାରଠାରୁ ରଖାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ