କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଅନ୍ଧାର ପାଇଁ ଫିକା ହେବ ନୂଆ ବର୍ଷର ସ୍ଵାଗତ, ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଚେକ୍

ଭୁବନେଶ୍ଵର ୧୫।୧୨: ବର୍ଷ ୨୦୨୦କୁ ପୂରା ଫିକା କରି ସାରିଛି ମହାମାରୀ କରୋନା। ଏହି କରୋନା ଅନ୍ଧାର ପାଇଁ ରାଜଧାନୀ ଭୁବନେଶ୍ଵରରେ ଏଥର ନୂଆ ବର୍ଷରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା। କରୋନା ଗାଇଡ୍‌ ଲାଇନ୍ ଅନୁଯାୟୀ ୩୧ ତାରିଖ ରାତିରେ ଉତ୍ସବ ମନା ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ନୂଆ ବର୍ଷ ପାଳନ ପାଇଁ ରାତିରେ ଉତ୍ସବ ଆୟୋଜନ ହୋଇ ପାରିବ ନାହିଁ।

ଅପରପକ୍ଷେ ଡିସେମ୍ବର ୨୫ ତାରିଖ ବଡ ଦିନ ପାଳନ ନେଇ ଚର୍ଚ୍ଚକୁ ମିଳି ପାରିବ ସ୍ଵତନ୍ତ୍ର ଅନୁମତି। ସ୍ଵତନ୍ତ୍ର ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡିବ। କେତେ ସଂଖ୍ୟକ ଲୋକ ଏକାଠି ହେବେ ଦର୍ଶାଇବାକୁ ପଡିବ। ସେହି ଅନୁସାରେ ଅନୁମତି ଦିଆଯିବ ବୋଲି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,