ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାଲିପାଟଣା ୦୫।୧୨ : ତହସିଲଦାରଙ୍କୁ ଆକ୍ରମଣ । ବାଲିପାଟଣା ତହସିଲଦାର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବେଆଇନ୍ ଭାବେ ବାଲି ଚାଲାଣ ବେଳେ ଟ୍ରକକୁ ଜବତ କରିବା ସମୟରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ସୋମବାର ସକାଳେ ବାଲିପାଟଣା ତହସିଲ ପକ୍ଷରୁ ବାଲି ଟ୍ରକ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ଦ୍ରୁତ ଗତିରେ ଚାଲିଯାଇଥିଲା । ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଏବଂ ତହସିଲ କର୍ମଚାରୀ ଟ୍ରକୁ ପିଛା କରି ଧାନହରା ଛକ ନିକଟରେ ଅଟକାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ( ଟ୍ରକ୍ ମାଲିକ) ତହସିଲଦାରଙ୍କୁ ଘେରି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଆସି ତହସିଲଦାରଙ୍କୁ ଠେଲାପେଲା କରିବା ସହ ମାଡ ମାରିଥିଲେ । ଯାହାଫଳରେ ତହସିଲଦାର ଆହତ ହୋଇଛନ୍ତି ।
ସେପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ତହସିଲଦାର ଉକ୍ତ ହାଇଓ୍ୱାକୁ ଜବତ କରିବା ସହ ଖୋଳତାଡ଼ ଜାରି ରଖିଛନ୍ତି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l