ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଇଙ୍ଗା ମାଛର ହବ୍ ପାଲଟିଛି ଚିଲିକା, ଶୁଖୁଆକୁ ନେଇ ବଢ଼ୁଛି ଡିମାଣ୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଖୋର୍ଦ୍ଧା ୦୨/୧୨: ରାଜ୍ୟରେ ଜଳ ସମ୍ପଦ ଅଭାବ ନାହିଁ । ଏଠାରେ ଭିନ୍ନ ସ୍ଥାନରେ ମଧୁର ଜଳ ଓ ଖାରି ପାଣିରେ ମାଛଚାଷ ହୋଇଆସୁଛି । ତନ୍ମଧ୍ୟରୁ ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା ହେଇଛି ଅନ୍ୟତମ । ତେବେ ଏହାର ଖାରିପାଣି ହେତୁ ବହୁ ପ୍ରଜାତି ମାଛ ଏବଂ ଜଳଜୀବଙ୍କ ପାଇଁ ଏକ ଅନୁକୂଳ ପରିବେଶ । ତେବେ ମଧୁର ଜଳରେ ଖଇଙ୍ଗା ମାଛ ଜାଆଁଳା ଓ ଉତ୍ପାଦନ ହୋଇନଥିବା ବେଳେ ଚିଲିକା ହ୍ରଦ ହୋଇଛି ଖଇଙ୍ଗା ମାଛ ହବ ଭାବେ ପରିଚିତ ।

ଓଡ଼ିଶାରେ ମଧ୍ୟ ଶୁଖୁଆ ଚାହିଦା ରହିଛି। ତେବେ ପୂର୍ବରୁ ମାଛ ଓ ଶୁକୁଆର ପେଣ୍ଠସ୍ଥଳୀ କୁହାଯାଉଥିବା ଚିଲିକାରେ ଏବେ ଖଇଙ୍ଗା ଶୁକୁଆର ବେସ୍ ଚାହିଦା ରହିଛି । କେବଳ ଶୁଖୁଆ ନୁହେଁ ବରଂ ମାଛକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ତେବେ ମଧୁର ଜଳରେ ଖଇଙ୍ଗା ମାଛ ଜାଆଁଳା ଓ ଉତ୍ପାଦନ ହୋଇନଥିବା ବେଳେ ଚିଲିକା ହ୍ରଦ ହୋଇଛି ଖଙ୍ଗା ମାଛ ହବ।

ଖୋର୍ଦ୍ଧା ଜିଲ୍ଲା ମାଛ ସମ୍ପଦ ବିଭାଗ ଅଧିକାରୀ ଶସାଙ୍ଗ ସାହୁ ସୂଚନା ଅନୁଯାୟୀ ଚିଲିକା ହ୍ରଦରେ ପାଞ୍ଚ ଖଙ୍ଗା ମାଛ ଉତ୍ପାଦନ ହେଉଥାଏ, ସେହିପରି ପ୍ରତି ମାସରେ ଅତି କାମରେ ୧୬ ମେଟ୍ରିକ୍ ଟନ୍ଏ୍ ପ୍ରକାର ମାଛ ଅମଳ ହୋଇଥାଏ, ଏହାକୁ ଧରିବା ପରେ ଏଠାକାର ମାଛ ଚାଷୀ କିଲୋ ପ୍ରତି ୪ଶହ ଟଙ୍କା ଅଧିକ ଟଙ୍କା ବିକ୍ରି କରି ଥାଆନ୍ତି । ମୁଖ୍ୟତ ଏ ପ୍ରକାର ମାଛ ଚିଲିକା ହ୍ରଦ ଉପକୂଳ ଅଞ୍ଚଳ ବାଲୁଙ୍ଗା, ସାତପଡା, କାକୁପଡା, ସୋରଣ ଅଞ୍ଚଲ ବହୁଳ ପରିମାଣରେ ବିକ୍ରୀ ହେବା ଦେଖିବାକୁ ମିଳୁଛି ।

ଖାଲି ମାଛ ନୁହେଁ ବରଂ ଏକାକୁ ଶୁଖୁଆ କରି ଏଠାରେ ମାଛ ଧରାଳି ମାନେ ପ୍ରତ୍ୟେକ ଦିନ ସକାଳେ ପସାର ମେଲାଇ ବସିବା ଦେଖା ଯାଉଛି। ବେପାରୀଙ ଠାରୁ, ଖଙ୍ଗା ମାଛ ନେବାକୁ ସ୍ଥାନୀୟ ଲୋକମାନେ ବେଶ୍ ଭିଡ ଜମାଇବା ଦେଖାଯାଇଛି। ମାତ୍ର ଏହାର ମୂଲ୍ୟ ଯିଏ ଶୁଣୁଛି ତାର ହୋସ୍ ଉଡ଼ିଯାଉଛି, ମାଛ ଠାରୁ ମଞ୍ଜି ଦାମ ୪ ଗୁଣ ଅଧିକ ଟଙ୍କା ହେବା ଫଳରେ ସ୍ଥାନୀୟ ଲୋକମାନେ ମଞ୍ଜି ନେଉନଥିବା ବ୍ୟବସାୟୀ କହିଛନ୍ତି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।