ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବଲାଙ୍ଗୀର ୦୨/୧୨: ବିଶ୍ୱଦରବାରରେ ଓଡିଶା ପାଇଁ ଆଣିଛି ସଫଳତା । ବଲାଙ୍ଗୀର ଓଭୋଫାର୍ମରୁ ଯାଇ ପହଂଚିଛି ଫିଫାୱର୍ଲଡ଼ କପରେ । ଆଉ ମେକଇନ ଓଡିଶାରେ ସଫଳ ଓ ଅନ୍ତର୍ଜାତୀୟ ସୁନାମ ଆଣିଥିବା ଓଭୋ ଫାର୍ମ ହେଉଛି ଜ୍ୱଳନ୍ତ ଉଦାହରଣ । ଅତ୍ୟାଧୁନିକ ଯନ୍ତ୍ରାଂଶରେ ଦିନକୁ ବାହାରୁଛି ୧୦ ଲକ୍ଷ ଅଣ୍ଡା ।
ଫିଫା ୱାର୍ଲଡ କପ୍ କତାରେ ଅଣ୍ଡାର ଚାହିଦା ଢ଼େର ବଢିବା ପରେ କତାରରେ ଅଣ୍ଡାର ଆମଦାନୀ ଅଧିକ ବଢ଼ି ଯାଇଛି । ଓଭୋ ଫାର୍ମ ଏକ ନମ୍ବର ଅଣ୍ଡା ଫାର୍ମ ଅଟେ । ଯେତେବେଳେ କତାରର ଦରକାର ହେଲା ଓଭୋ ଫାର୍ମ ଅଣ୍ଡା ଯୋଗାଇ ଦେବା ପାଇଁ ସାହାଯ୍ୟର ହାତ ବଢ଼ାଇଲା । ତେବେ ଅକ୍ଟୋବର ମାସରେ ଏକ କଣ୍ଟେନରରେ ୪ ଲକ୍ଷ ଅଣ୍ଡା ଯାଇଥିଲା କତାରକୁ ।
ନଭେମ୍ବର ମାସ ୨୫ ତାରିଖରେ ଲାଇବେରିଆକୁ ଯାଇଥିଲା ଏକ କଣ୍ଟେନର ୪ ଲକ୍ଷ ଅଣ୍ଡା । ତେବେ ବଲାଙ୍ଗୀର ଭଳି ଏକ ଜିଲ୍ଲାର ଏକ ଫାର୍ମରୁ ଏଭଳି ଆଣ୍ଡା ବିଦେଶକୁ ପଠାଇ ବେଶ ଖୁସି ଅନୁଭଵ କର୍ମଚାରୀ । ଏହି ଫାର୍ମର ଏମ.ଡ଼ି ତଥା ପ୍ରତିଷ୍ଠାତା ହେଉଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସୌମେନ୍ଦ୍ର ମିଶ୍ର ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l