ରାଜ୍ୟ ସ୍ପେଶାଲ ରିପୋର୍ଟ

ସହର ମଝିରେ ୨୨୦ କେଭି ବିଦ୍ୟୁତ ଲାଇନକୁ ପ୍ରତିବାଦ, ଅନ୍ୟତ୍ର ସ୍ଥାନାନ୍ତର ଦାବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁବର୍ଣ୍ଣପୁର ୦୨/୧୨: ସୁବର୍ଣ୍ଣପୁର ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ । ଫଳରେ ବିନିକା ସହରର ପୂର୍ବ ଭାଗରେ ଚିରସ୍ରୋତା ମହାନଦୀ ଥିବାରୁ ତାର ପଶ୍ଚିମ ଦିଗରେ ସହରୀ କରଣ ଦ୍ରୁତଗତିରେ ବଢୁଛି । ଏହି ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସରକାରୀ ବେସରକାରୀ କୋଠାଘର ରହିଛି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହି ସୀମାଦେଇ ୨୨୦କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ସ୍ଥାପନ ସହିତ ଲାଇନ ତାର ଯାଉଥିବାରୁ ବିନିକା ଏନଏସି ଅଞ୍ଚଳର ଶତାଧିକ ଚାଷଜମି କ୍ଷତିଗ୍ରସ୍ତ ହେବା ସହିତ ବ୍ୟାପକ ମାତ୍ରାରେ କୋଠାଘର ଭାଙ୍ଗି ନଷ୍ଟ ହେବାର ସମ୍ଭାବନା ରହିଛି ।

ଆଗକୁ ଟାଉନ ବଡ଼ି ନପାରି ତାର ସୌନ୍ଦର୍ଯ୍ୟ ଚୂରମାର ହୋଇଯିବ । ଅନ୍ୟ ପକ୍ଷରେ କୁଆଡେ ବିଦ୍ୟୁତ ଟାୱାର ସ୍ଥାପନ ହେଲେ ସେହି ଇଲାକାରେ ଜନବସତିରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହି ଟ୍ରାନସ ମିସନ ଲାଇନ ତାରକୁ ସହର ମଝିରେ ନ ଟାଣି ଅନ୍ୟତ୍ର ବ୍ୟବସ୍ଥା କରିବାକୁ ଆଜି ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀଙ୍କ ତରଫରୁ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି । ଏହାର ଅବିକଳ ନକଲ କପି ମାନ୍ୟବର ବିଧାୟକ,ସାଂସଦଙ୍କ ନିକଟକୁ ମଧ୍ୟ ପ୍ରେରଣ କରିଥିବା ଜଣାପଡିଛି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।